ଲୋଟସ୍ ପ୍ଲେ ସ୍କୁଲରେ ପବିତ୍ର ଗୁରୁ ଦିବସ ପାଳିତ

An Independent Media

ଜଗତସିଂହପୁର: ଜଗତସିଂହପୁର ସହର ସାନ ବଜାର ସ୍ଥିତ ଲୋଟସ୍ ପ୍ଲେ ସ୍କୁଲ ଠାରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ସ୍କଲୁର ଅଧ୍ୟକ୍ଷା ରୀତା ସାହୁ ସର୍ବପଲ୍ଲୀ ରାଧାକ୍ରିିଷ୍ଣଙ୍କ ଜନ୍ମ ଉତ୍ସବକୁ ଗୁରୁ ଦିବସ ଭାବରେ ପାଳନ କରାଯାଏ ବୋଲି କୁନି ପିଲାମାନଙ୍କୁ ଏହି ଦିନର ମହାତ୍ମ ବୁଝାଇଥିଲେ । ଏହା ସହିତ ସ୍କୁଲର ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି ଉତ୍ସକୁ ସ୍କୁଲର ଅଧ୍ୟକ୍ଷା ରୀତା ସହୁଙ୍କ ସହ ଶିକ୍ଷୟୀତ୍ର ମାନେ ସହେଯାଗ କରିଥିଲେ । ବିଶେଷ କରି ପିଲାମାନଙ୍କୁ ସବୁଜ ପନିପରିବା ଏବଂ ଫଳମୂଳ ରେ ଥିବା ଖାଦ୍ୟ ଗୁଣ ବିଷୟରେ ଅବଗତ କରାଯିବାକୁୁ ଅବିଭାବକ ମାନଙ୍କ ମହଲରୁ ପ୍ରସଂଶା କରାଯାଇଛି ।

error: Thank You Keep Visiting