ତାଳଚେରର ଗଣପର୍ବ ଗଣେଶ ପୂଜା, ପ୍ରାୟ ୧୦୦ ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଣେଶ

An Independent Media

ତାଳଚେର : ତାଳଚେର ପୌରାଞ୍ଚଳରେ ପ୍ରାୟ ୧୦୦ ମଣ୍ଡପରେ ପ୍ରଭୁ ଗଣେଶଙ୍କ ପୂଜା ଆରମ୍ଭ ହୋଇ ୨୫.୦୯.୨୦୧୮ ରିଖ ଦିନ ଭସାଣି ହେବ । ତାଳଚେର ଟାଉନ୍ ବଡଦାଣ୍ଡ ଠାରୁ ହାଣ୍ଡିଧୂଆଁ ମାଉସୀ ମା ମନ୍ଦିର ପ୍ରାୟ ୫ କିମି ରାସ୍ତାରେ ଲାଇଟ୍ ସାଜସଜା ଓ ମୂର୍ତ୍ତୀ ରଙ୍ଗ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ, ପ୍ରତି ସାହି ଗଳିରେ, ପ୍ରତ୍ୟେକ ବଜାରରେ ପ୍ରଭୁ ଗଣେଶଙ୍କର ପୂଜା ଅନୁଷ୍ଠିତ ହୁଏ । ଏହି ପୂଜା ସମୟରେ ପଲିଥିନ୍ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ, ମଦ ପିଇବା ସମ୍ପୁର୍ଣ୍ଣ ବନ୍ଦ । ହାଟତୋଟା ପ୍ରଜା ମଣ୍ଡଳ ଠାରେ ବିଭିନ୍ନ ପ୍ରକାର ଦୋଳି, ଚଟପଟି ଖାଦ୍ୟ ମଧ୍ୟ ଦର୍ଶକମାନେ ଉପଭୋଗ କରିପାରିବେ ।

error: Thank You Keep Visiting