ଭାରତୀୟ ଜନତା କୃଷକ ମୋର୍ଚ୍ଚା ପକ୍ଷରୁ ଦାବୀ ପତ୍ର ପ୍ରଦାନ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଗତ ଲଘୁ·ପ ବର୍ଷାରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ,ପନି ପରିବା ଫସଲ ଘର,ଗୁହାଳ ପାଣିଘେରରେବୁଡିରହି କ୍ଷତି ହୋଇଥିବାରୁ ସେମାନଙ୍କ କ୍ଷତିପୂରଣ ଦାବିରେ ଜିଲ୍ଲାପଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଭାରତୀୟ କୃଷକ ମୋର୍ଚ୍ଚା ସଭାପତି ତପନକୁମାର ବେହେରାଙ୍କ ନେତୃତ୍ୱରେ ଦେବାଶିଷ ମହାନ୍ତି,କମଳାକାନ୍ତ ସାହୁ,ଅଶୋକକୁମାର ବେହେରା କୃଷ୍ଣ ପଣ୍ଡା,ଶୈଳେନ୍ଦ୍ର ଦାଶ,ସଂଜୟ କୁମାର ବସ୍ତିଆ,ବାବାଜି ସ୍ୱାଇଁ,ବାଳକୃଷ୍ଣ ସ୍ୱାଇଁ ,ରବିନ୍ଦ୍ର ବେହେରା ପ୍ରମୁଖ ଦାବି ଜଣାଇ ଛନ୍ତି ଯେ ପାଣିଘେରରେ କ୍ଷତିଗ୍ରସ୍ଥ କୃଷକ ମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ।