ରେଳ ମନ୍ତ୍ରାଳୟ ଭାତହାଣ୍ଡି ତାଳଚେର ରେଲୱେ ଷ୍ଟେସନ ଅବସ୍ଥା ଶୋଚନୀୟ

An Independent Media

ଦିନକୁ କର ଦେଉଛି ୧୧ କୋଟି ଟଙ୍କା ପାଉଛି ଶୂନ

ତାଳଚେର: ତାଳଚେର ରେଳ ଷ୍ଟେସନ ହେଉଛି ଦେଶକୁ ରେଳ ମନ୍ତ୍ରାଳୟ ଆସୁଥିବା ରାଜସ୍ୱରୁ ସବୁଠାରୁ ଆଗରେ । ପୂର୍ବ ରେଲୱେ ଡିଭିଜନ ଅଧିକା ରାଜସ୍ୱ ଦିଏ କାରଣ ତାଳଚେର ରେଲୱେ ଷ୍ଟେନ ପାଇଁ ଦୈନଦିନ ତାଳଚେର ରେଲୱେ ଷ୍ଟେସନ ୧୧ କୋଟି ଟଙ୍କା ରାଜସ୍ୱ ଦିଏ । ମାସକୁ ୩୩୦ କୋଟି ଟଙ୍କା, ବାର୍ଷିକ ପ୍ରାୟ ୪୦୦୦ କୋଟି ଟଙ୍କା । ଦୁଃଖର ବିଷୟ ତାଳଚେର ରେଲୱେ ଷ୍ଟେସନର ଉନ୍ନତି ନ କହିଲେ ଭଲ । କୌଣସି ଏକ୍ସପ୍ରେସ ଟ୍ରେନ ନାହିଁ, ଭାରତ ସରକାରଙ୍କର ପ୍ରାୟ ବଡ ବଡ ଶିଳ୍ପାଞ୍ଚଳ ଏଠାରେ ଜଣେ ଆଗ ଧାଡିର କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ଘର । ଏଠାରେ ତାଳଚେରରେ ଏକ ବଡ ଧରଣର ଆଗାମୀ ଦିନରେ ରେଳ ମନ୍ତ୍ରାଳୟର ବୈମାତୃକ ମନଭାବ ପାଇଁ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି ।

error: Thank You Keep Visiting