ଏନ୍.ଟି.ପି.ସି ପକ୍ଷରୁ ସ୍କୁଲ ବ୍ୟାଗ ଓ ପାଣି ବୋତଲ ପ୍ରଦାନ

Straight to the Point

କଣିହାଁ : ଏନ୍.ଟି.ପି.ସି କଣିହାଁ ପକ୍ଷରୁ ସିଏସଆର ଯୋଜନାରେ ଦୁମୁଦୁମା ନୋଡାଲ ୟୁପି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ଓ ପାଣି ବୋତଲ ବଣ୍ଟନ କରାଯାଇଛି । ବଣ୍ଟନ କାର୍ଯ୍ୟକ୍ରମରେ ଏନଟିପିସିର ଡିଜିଏମ୍ (ଏଚଆର) ପି. କେ. ସାହୁ, ମାନବ ସମ୍ବଳ ଅଧିକାରୀ ଏମ.ଭି.ରାଓ ହରିହରପୁର ସରପଞ୍ଚ ବିଜୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ଓ ପାଣି ବୋତଲ ବାଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସାମୟୀ ଦ୍ୱିବେଦୀ ଉପସ୍ଥିତ ଥିଲେ ।

error: Thank You Keep Visiting