କନିମୂଳ ବିଜୁ ଯୁବ ବାହିନୀ ପକ୍ଷରୁ ନିଶାନିବାରଣ ଅଭିଯାନ

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ବିଜୁ ଯୁବବାହିନୀ ପକ୍ଷରୁ ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବବାହିନୀର ସଭାପତି ଶୁସିଲ୍ କୁମାର ସାହୁ, ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ଯୁବନେତା ରଞ୍ଜିତ କୁମାର ଜେନା, ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ସମ୍ପାଦକ ରୁଦ୍ରନାରାୟଣ ପତି, କୋଷାଧ୍ୟକ୍ଷ ସୌମେନ୍ଦ୍ର ଦଳାଇ, ସଭ୍ୟ ରବିନାରାୟଣ କର, ସୌୟମ୍ଭୁ ବିଶ୍ୱାସ ସ୍ୱାଇଁ, ରୋମା ସୂତାର, ମାନସି ସ୍ୱାଇଁ, ଚିନ୍ମୟ ମଲ୍ଲିକ, ସମ୍ଭୁନାତ ମଲ୍ଲିକ, ଆଲୋକ ମଲ୍ଲିକ, ସଞ୍ଜୟ ଦଳାଇ, ସନ୍ଦିପ ସ୍ୱାଇଁ, ବିକ୍ରମ ଦାସ, ଅଖିଲ ଦାସ, ତପୁଲା ଦାସ, ଚନ୍ଦନ ଦଳାଇ, ପୂର୍ଣ୍ଣିମା ଜେନା, ସୁସିଲ ସାହୁ, ନୃସିଂହ ଦାସ, ଶୁଧାଶୁଂ ଶେଖର ଦାସ, ରମାକାନ୍ତ ସାହୁ, ପିତାମ୍ବର ସେଠୀ, ସାଗର ସାହୁ, ହିଂମାଶୁ ଦଳାଇ, ଅପୂର୍ବରତ୍ନ ଦାସ, ପ୍ରଦୀପ୍ତ କୁମାର ରାଉତ, ତାପସ ମଲ୍ଲିକ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ସଭ୍ୟସଭ୍ୟା ସାମିଲ ହୋଇ ନିଶା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ପଦଯାତ୍ରା ବାହାରି କନିମୂଳ ପଞ୍ଚାୟତରେ ପରିକ୍ରମା କରି ସ୍ଥାନୀୟ ଅଞ୍ଚଳରେ ନିଶାସେବନର ଅପକାରିତା ସମ୍ପର୍କରେ ସଚେତନ ବାର୍ତ୍ତା ପ୍ରଚାର କରିଥିଲେ । ହାତରେ ଫ୍ଲାକ୍ କାର୍ଡ଼ ଓ ତୁଣ୍ଡରେ ନିଶାନିବାରଣ ସମ୍ପର୍କିତ ଶ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା ।

error: Thank You Keep Visiting