ଜଗନ୍ନାଥପୁର ମଣ୍ଡଳରେ ବିଜେପି ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ମଣ୍ଡଳର ଗରାମ ଓ କଟରା ଠାରେ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ଭଗବତୀ ପୀଠରେ ଭାଜପାର ତିର୍ତ୍ତୋଲର ବରିଷ୍ଠ ନେତା ତଥା ଜଗନ୍ନାଥପୁର ମଣ୍ଡଳ ପ୍ରଭାରୀ ଇଂ ହରିହର ବେହେରା ଓ ଭରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ମଣ୍ଡଳର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଓ ବୁଥ ସ୍ଥରୀୟ ବୈଠକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି ପ୍ରମୋଦ ବାରିକ୍, ଜିଲ୍ଲାସାଧାରଣ ସମ୍ପାଦକ ବିଜୟ ଦାଶ, ଜିଲ୍ଲା କୋଷାଧ୍ୟକ୍ଷ ସୁଧିର କୁମାର ପଣ୍ଡ, ବିଭୂତି ସ୍ୱାଇଁ, ଜୟଦେବ ନନ୍ଦ, ରମାକାନ୍ତ ନାୟକ, ମନି ମଲି୍କ, ଧୂନଞ୍ଜୟ ନାୟକ, ଶୁସାନ୍ତ ସାହୁ, ଧୂନ ଚନ୍ଦ୍ର ମଲ୍ଲ, ଶାରଦା ସେନାପତି,ସଂଜୟ ମହାନ୍ତି, ଶେଷଦେବ ମଲ୍ଲ, ସାରଳା ମହାନ୍ତି, ଅନିଲ ନାୟକ, ମନୋଜ ବିଶ୍ୱାଳ, କରୁଣାକର ସ୍ୱାଇଁ, ଭଗବତୀ ଯୁବକ ସଂଘର ବିକ୍ରମ ନାୟକ, ତୁସାର କାନ୍ତ ସାହୁ, ସୁକାନ୍ତ ନାୟକ, ଅନନ୍ତ ସାହୁ, ମିହିର ସାହୁ, ଅସିତ ସାହୁ, ସତ୍ୟବ୍ରତ ନାୟକଙ୍କ ସମେତ ବିଜେପିର କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲେ

error: Thank You Keep Visiting