ସାମନ୍ତରାପୁର ପଞ୍ଚାୟତରେ ବିଜୁ ଯୁବବାହିନୀ ପକ୍ଷରୁ ନିଶାମୁକ୍ତ ଅଭିଯାନ

An Independent Media

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ସଭାପତି ଦେବାଶିଷ ମହାପାତ୍ର, ସଂପାଦକ କଳିଙ୍ଗ ରଞ୍ଜନ ନାୟକ, କୋଷାଧ୍ୟକ୍ଷ ସରୋଜ କୁମାର ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ମନୋଜ କୁମାର ବେହେରା, ଯୁବସଂଗଠକ ନିର୍ମଳ ଚନ୍ଦ୍ର ନାୟକ, ପୁର୍ବତନ ସରପଞ୍ଚ ଉପେନ୍ଦ୍ରନାଥ ମହାନ୍ତି, ଅଭିମନ୍ୟୁ ଭୁୟାଁ, ସଭ୍ୟ ରାକେଶ ଲେଙ୍କା, ଆଶିଷ ସ୍ୱାଇଁ, ସୁଦର୍ଶନ ନାୟକ, ଜ୍ୟୋତି ରଞ୍ଜନ ନାୟକ, ମହେଶ ବେହେରା, ଦେବାଶିଷ ବାରିକ, ରାଜେଶ ସ୍ୱାଇଁ, ପ୍ରଭାଷ ବେହେରା, ଶୁଭକାନ୍ତ ବାରିକ, ବିଶ୍ୱଜିତ୍ ଦାସ, ଗଣେଶ୍ୱର ନାୟକ, ସୁବ୍ରତ ବାରିକ, କେଦାର ବାରିକ, ସନ୍ତୋଷ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ

error: Thank You Keep Visiting