ତାଳଚେର ବିଧାୟକଙ୍କ ଦ୍ୱାରା ଜୋରଦାର ଚାଲିଛି ଜନ ସମ୍ପର୍କ ପଦଯାତ୍ରା

Straight to the Point

ତାଳଚେର : ତାଳଚେର ବ୍ଲକ ଟେଣ୍ଟୁଲୋଇ ଗ୍ରାପ ମୁଣ୍ଡା ବଜାର ଠାରୁ ଟେଣ୍ଟୁଲେଇ ଗ୍ରାମ ପର୍ଯ୍ୟନ୍ତ ୭ କିମି ପଦଯାତ୍ରାରେ ବିଧାୟକ ବ୍ରଜ କିଶୋର ପ୍ରଧାନ, ବ୍ଲକ ଉପସଭାପତି ସନ୍ତୋଷ ପ୍ରଧାନ, ସରପଞ୍ଚ କଳ୍ପନା ବେହେରା, ନେତ୍ରୀ ସେଫାଳୀ ବଳ, ରେଣୁବାଳା ଗଡନାୟକ, ରାଜେସ ଦାସ, କଣିହାଁ ବ୍ଲକ ଏବଂ ପୌର ପରିଷଦର ୱାଡ୍ ନଂ ୧ ଠାରୁ ୧୧ ମଧ୍ୟରେ ଜନ ସମ୍ପର୍କ ପଦ ଯାତ୍ରା ଶେଷ ହୋଇଛି ।

error: Thank You Keep Visiting