ନିର୍ବାଚନ ପାଇଁ ସଂଗଠନ ମଜଭୂତ କରୁଛନ୍ତି କଂଗ୍ରେସ ନେତା ବିପ୍ଲବ ଜେନା

Straight to the Point

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମ ପ୍ରସାଦ ଗ୍ରାମ ପଂଚାୟତଙ୍କର କର୍ମୀ ସମାବେଶର ଅଧ୍ୟକ୍ଷତା କରିଥିଲେ କଂଗ୍ରେସର ବିପ୍ଲବ ଜେନା । ଅତିଥି ଭାବରେ ସସ୍ମିତା ବେହେରା, ବଂଶିଧର ପ୍ରଧାନ, ଚିତ୍ତରଂଜନ ନାୟକ, ଦିଲ୍ଲୀପ ରାଉତ, ଦୁଷ୍ମନ୍ତ ଦଳବେହେରା, କୁମୁଦ ଧର, ଗୋପୀନାଥ ସାହୁ ଯୋଗ ଦେଇଥିଲେ । ତାଳଚେରର ଜଣାଶୁଣା ସମାଜସେବୀ ତଥା ଆପ୍ ଦଳର ୨୦୧୪ ମସିହାର ବିଧାୟକ ପ୍ରାର୍ଥୀ ବିଷ୍ଣୁ ମୋହନ ରଥ କଂଗ୍ରେସରେ ମିଶିଥିଲେ ।

error: Thank You Keep Visiting