ବିଧାୟକଙ୍କ ମାରାଥନ ଭିତ୍ତି ପ୍ରସ୍ଥର ସ୍ଥାପନ

Straight to the Point

କଣିହାଁ : କଣିହାଁ ବ୍ଲକର ରେଙ୍ଗାଳି ଗ୍ରାପର ରାମେଶ୍ୱର ମନ୍ଦିର ନିକଟରେ କଳାକେନ୍ଦ୍ର ନିର୍ମାଣ ଦେନାଳି ଆମ ଗାଁ ଆମ ବିକାଶ ତରଫରୁ ଅଟକଳ ୪ ଲକ୍ଷ ଟଙ୍କା, ରେଙ୍ଗାଳି ଡ୍ୟାମ୍ ସାଇଟ୍ ବିଶ୍ରାମଗାର ୫ ଲକ୍ଷ ଟଙ୍କା, ହରିଜନ ସାହି ଗୋଷ୍ଠୀ କେନ୍ଦ୍ର ୩ ଲକ୍ଷ ଟଙ୍କା, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭିତ୍ତି ପ୍ରସ୍ତର ସ୍ଥାପନରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଶ୍ମିତା ସେଠୀ ଓ ସମିତି ସଭ୍ୟ ଶ୍ରୀମତୀ ରୀନାରାଣୀ ପାତ୍ର) ଜିଲ୍ଲା ବିଜୁ ଯୁବ ବାହିନୀ ଉପ ସଭାପତି ସୁନୀଲ ପ୍ରଧାନ, ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ଆବାହକ ବୁଦ୍ଧିମନ୍ତ ସାହୁଙ୍କ ସହିତ ଜନସାଧାରଣ ଉପସ୍ଥିତ ଥିଲେ ।

error: Thank You Keep Visiting