ତିର୍ତ୍ତୋଲରେ ଯୋଗେଦେଲେ ନୂତନ ଆଇଆଇସି

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ପ୍ରଶାନ୍ତ କୁମାର ମାଝି, ଏହା ପୂର୍ବରୁ ସେ ଏରସମା ଥାନାରେ ଆଇ.ଆଇ.ସି ଭାବରେ କାର୍ଯ୍ୟ ତୁଲାଇଥିଲେ । ତିର୍ତ୍ତୋଲ ଥାନାରେ ଥିବା ଆଇ.ଆଇ.ସି ବଳରାମ ନାୟକଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ମାଝିଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀଯୁକ୍ତ ମାଝି ଏରସମା ଥାନାରେ ଦକ୍ଷତାର ସହ ନିଜ କର୍ତବ୍ୟ ସଂପାଦନ କରିଥିବା ବେଳେ ଆଗାମୀ ଦିନରେ ତିର୍ତୋଲ ଅଂଚଳର ନିଶ୍ଚିତ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ମାଝି ଦୃଢ଼ତାର ସହ କହିଛନ୍ତି ।

error: Thank You Keep Visiting