କିଶୋର କ୍ଲବ ଦଶହରା କ୍ରୀଡାର ମଶାଲ ଶୋଭାଯାତ୍ରା ଉଦ୍ଘାଟନ କଲେ ଲିଙ୍ଗରାଜ ମହାପ୍ରବନ୍ଧକ

Straight to the Point

ତାଳଚେର: ତାଳଚେର ର କିଶୋର କ୍ଲବ ୫୩ ତମ ଦଶହରା କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ତା ୨୦/୧୦/୧୮ ଠାରୁ ୨୪/୧୦/୧୮ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତା ୨୦/୧୦/୧୮ ରିଖ ସକାଳ ୯ ଘଟିକା ସମୟରେ ହାତଟୋଟା ଜଜାଙ୍ଗୀ କାଳୀ ମନ୍ଦିର ଠାରେ ସମସ୍ତ କ୍ରୀଡାବିତ୍ ଯୋଗ ଦେଇଥିଲେ । ଦଶହରା କ୍ରୀଡାର ମଶାଲ ଶୋଭାଯାତ୍ରାକୁ ଉଦ୍ଘାଟନ କଲେ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଆର.ଭି. ରିଂଗେ । ଉପସ୍ଥିତ ଥିଲେ ତାଳଚେର ଉପଖଣ୍ଡ କ୍ରୀଡା ସଂପାଦକ ଓକିଲ ପେସ୍କାର ଗଡନାୟକ, କିଶୋର କ୍ଲବ ସାଧାରଣ ସଂପାଦକ ଦୀପକ ଥମ୍ବ, ଧୀରେନ ଶତପଥୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିଲ୍ଲିପ ପାଣି, ଯଯାତି ପଟ୍ଟନାୟକ, ସଂଯୋଜକ ପ୍ରକାଶ ମହାରଣା, କ୍ରୀଡା ସଂପାଦକ (ଅମୂଲ୍ୟ ଭୂତିଆ ଓ ହେମନ୍ତ ଦାସ), ସାମ୍ବାଦିକ ରଶ୍ମି ମିଶ୍ର, ପ୍ରକାଶ ସାହୁ, ତପନ ମହାରଣା, ବିଜୟ ଦେବତା, ମାଧବ ଦାସ, ଜିତେନ ମହାନ୍ତି, ପୁପୁନା ଦାସ, ରୋହିତ ବେହେରା, ରଂଜିତ ରାଉତ, ଏବଂ ତାଳଚେର ଓକିଲ ସଂଘ ସଭାପତି ଦୟାଶଙ୍କର ମିଶ୍ର ।

error: Thank You Keep Visiting