୫୩ତମ ଦଶହରା କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

Straight to the Point

ତାଳଚେର: ତାଳଚେର କିଶୋର କ୍ଲବ୍ ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ପରି ଦଶହରାରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ୫୩ତମ ଦଶହରା କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତର ପୁରସ୍କାର ବିତରଣ ଉତ୍ସବ ଦିବସ ଦିନ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରପଡା ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡା, ପୂର୍ବତନ ଡି.ଜି. ଓଡିଶା ଶରତ ଚନ୍ଦ୍ର ମିଶ୍ର, ହିନ୍ଦୋଳ ରାଜା ଶୈଳେନ୍ଦ୍ର ନାରାୟଣ ସିଂହଦେଓ, ସଭାପତି ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ୍, କାର୍ଯ୍ୟକାରୀ ସଭାପତି ପେସ୍କାର ଗଡନାୟକ, ଧୀରେନ୍ ଶତପଥି, ସାଧାରଣ ସଂପାଦକ ଦୀପକ ଥମ୍ବ, ନବୀନ ନନ୍ଦ, ପୂର୍ବତନ ବିଧାୟକ ଢ଼େଙ୍କାନାଳ, ମଞ୍ଚାସୀନ ଥିଲେ । ପ୍ରାୟ ୮୦୦ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ପୁରସ୍କାର ବିତରଣ କରିଥିଲେ । କ୍ଲବ୍ର ବରିଷ୍ଠ ସଦସ୍ୟ ପ୍ରକାଶ ମହାରଣା, ଅମୂଲ୍ୟ ଭୂତିଆ, ବିଜୟ ଦେବତା, ଭୂପେନ୍ ମିତ୍ର, ଦୟାସାଗର ମିଶ୍ର, ସୁବାଶ ସିଠ, ହେମନ୍ତ ଦାସ୍, କୁଶ ବିହାରି ସାମଲ, ସକ୍ରୀୟ ସହଯୋଗ ଉଦ୍ଘାଟନ ଦିବସ ଦିନ ଠାରୁ ଉଦ୍ଯାପନ ଦିବସ ପର୍ଯ୍ୟନ୍ତ ସହଯୋଗ କରିଥିଲେ ।

error: Thank You Keep Visiting