ବିଶାଳ ଜନସମର୍ଥକଙ୍କ ଗହଣରେ ବିଧାୟକ ଶ୍ରୀ ପ୍ରଧାନଙ୍କ ଜନସଂପର୍କ ପଦଯାତ୍ରା

Straight to the Point

ତାଳଚେର: ତାଳଚେର ବ୍ଲକର ବଡ ପଞ୍ଚାୟତ ଘଣ୍ଟପଡାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ବ୍ଲକ ଉପସଭାପତି ସନ୍ତୋଷ ସାହୁ, ମହିଳା ନେତ୍ରୀ ଶେଫାଳି ବଳ, ଯୁବନେତା ମନୋଜ ସାହୁଙ୍କୁ ଧରି ଶହ ଶହ ବିଜୁ ଜନତା ଦଳ, ବିଜୁ ମହିଳା ମୋର୍ଚ୍ଚା, ଯୁବ ସଂଗଠନକୁ ଧରି ବଡ ପଟୁଆରରେ ଘଣ୍ଟପଡା ପଞ୍ଚାୟତର ଘଣ୍ଟପଡା ଗ୍ରାମର ସମସ୍ତ ସାହି, ଚାଳଗଡ ଗାଁ ଇତ୍ୟାଦିରେ ପଦ ଯାତ୍ରା କରିଥିଲେ । ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଲୋକମାନଙ୍କୁ ଜଣାଇଥିଲେ । ଏହି ପଦଯାତ୍ରା ଅବସରରେ ଅନୁଗୋଳ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ କ୍ଷିରୋଦ ସାହୁଙ୍କୁ ସାକ୍ଷାତ କରିଥିଲେ ।

error: Thank You Keep Visiting