ଜିଲ୍ଲାସ୍ତରୀୟ ଜୟ ଜଗନ୍ନାଥ ଓଡିଶୀ ସଂକିର୍ତ୍ତନ ସମାରୋହ

An Independent Media

ଅନୁଗୋଳ : ଅନୁଗୋଳ ଷ୍ଟାଡିୟମ୍ରେ ଜିଲ୍ଲାରେ ଥିବା ପ୍ରାୟ ୨୦୦/୩୦୦ ମଣ୍ଡଳୀ ଜୟ ଜଗନ୍ନାଥ ଓଡିଶୀ ସଂକିର୍ତ୍ତନ ମଣ୍ଡଳୀର ସମାରୋହ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନିଜସ୍ୱ ପ୍ରଚେଷ୍ଠାରେ ଅନୁଷ୍ଠିତ ହୋଇଥିଲା । ଷ୍ଟାଡିୟମକୁ ନିଜ ନିଜର ସଂକିର୍ତ୍ତନ ମଣ୍ଡଳି ସହିତ ରାଲିରେ ପଟୁଆରରେ ପ୍ରବେଶ କରିଥିଲେ । ଏହି ସଂକିର୍ତ୍ତନ କାର୍ଯ୍ୟକ୍ରମରେ ଅନ୍ନ ପ୍ରସାଦର ବ୍ୟବସ୍ଥା ସାଙ୍ଗକୁ ସଂକିର୍ତ୍ତନ ମଣ୍ଡଳୀ ଯିବା ଆସିବାର ବ୍ୟବସ୍ଥା କରାଯାଇଥିଲା । ଅନୁଗୋଳ ବିଧାୟକ ଉପସ୍ଥିତ ଥିଲେ ।

error: Thank You Keep Visiting