ଜେଏସ୍ଏସ୍ ପକ୍ଷରୁ ବୋଇତ ବନ୍ଦାଣ

An Independent Media

ତାଳଚେର: ତାଳଚେର ଜଗନ୍ନାଥ ମନ୍ଦିର ସାମନାରେ ବ୍ରାହ୍ମଣୀ ନଦୀ ତଟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଜେଏସ୍ଏସ୍ ପକ୍ଷରୁ ଧୂମ୍ ଧାମ୍ରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ୧୦୦ ରୁ ଉଦ୍ଧ୍ୱର୍ ଜେଏସ୍ଏସ୍ ସଦସ୍ୟ ବାଜା ବଜାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେଏସଏସ୍ର ଉପଦେଷ୍ଟା ତଥା ବିଜେପି ଅନୁଗୋଳ ବିଧାନସଭା ମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକ, ଜେଏସ୍ଏସ୍ର ସଭାପତି ସ୍ୱାଧୀନ ଥମ୍ବଙ୍କ ସହିତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

error: Thank You Keep Visiting