ବିଜେବି କଲେଜ ଯୁବ ରେଡ଼କ୍ରସ ଶାଖା ପକ୍ଷରୁ କଟକ ବାଲିଯାତ୍ରାରେ ସଫେଇ ଅଭିଯାନ

An Independent Media

ଭୁବନେଶ୍ୱର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ପକ୍ଷରୁ କଟକ ବାଲିଯାତ୍ରାରେ ସଫେଇ କାର୍ଯ୍ୟକ୍ରମ ଅଭିଯାନ ହୋଇଯାଇଛି । କଟକ ବାଲିଯାତ୍ରାର ପଡ଼ିଆରେ ହଜାର ହଜାର ଯାତ୍ରୀଙ୍କ ସମାଙ୍ଗମ ଫଳରେ ଜମି ରହିଥିବା ଅଳିଆ ଆବର୍ଜନାସବୁକୁ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଡଃ ସାଧାନ ଶତପଥୀଙ୍କ ନେତୃତ୍ୱରେ ୨୦ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗ ଦେଇ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

କାର୍ଯ୍ୟକ୍ରମକୁ ଶ୍ରୀରାମ ବେହେରା, ପ୍ରତ୍ୟୁଷ ସାହୁ, ସାଇରଞ୍ଜନ ବେହେରା, ବିଶ୍ୱଜିତ ବେହେରା, ସୁରଜ ମେହେର, ସଞ୍ଜୁ ସାମନ, ଅଲିଭା ଦାସ ଓ ସ୍ୱୟଂ ସମ୍ପଦ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

error: Thank You Keep Visiting