୧୫୨ ଜଣଙ୍କୁ ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ

Straight to the Point

କଣିହାଁ : କଣିହାଁ ବ୍ଲକର ଡେରେଙ୍ଗ ପଞ୍ଚାୟତରେ ଗରିବ ଲୋକ ମାନଙ୍କୁ ବ୍ଳକ ଦ୍ୱାରା ଆୟୋଜିତ ଭତ୍ତା ବଣ୍ଟନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା – ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ବ୍ଲକ ଜିପିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ଯୁବ ନେତା ସୁନୀଲ ପ୍ରଧାନ ଓ ୧୫୨ ଜଣ ହିତାଧିକାରୀ ଙ୍କ ସହିତ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

error: Thank You Keep Visiting