ବିଶ୍ୱ ଏଡସ୍ ଦିବସ ଅବସରରେ ସଚେତନତା ଯାତ୍ରା

Straight to the Point

ତାଳଚେର : ତାଳଚେର ଉପଖଣ୍ଡରେ ବିଶ୍ୱ ଏଡସ୍ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରୁ ସଚେତନ ପାଇଁ ରାଲି ଓ ନାଟକ ପରିବେଷଣ କରାଯାଇଥିଲା । ରାଲିର ନେତୃତ୍ୱ ନେଇଥିଲେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏଚ.ପଣ୍ଡା, ତାଳଚେର ଆଇ.ଆଇ.ସି ସୌଭାଗ୍ୟ ସ୍ୱାଇଁ, ସମାଜସେବୀ କ୍ଷୀରୋଦ ସାହୁ, ବିଷ୍ଣୁ ରଥ, ବଳରାମ ପତି ଓ ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

error: Thank You Keep Visiting