ପ୍ରଜାମଣ୍ଡଳ ଭବନଠାରେ ମାର୍ଶାଲ ଏକାଡେମୀ ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

Straight to the Point

ତାଳଚେର : ତାଳଚେର ପ୍ରଜାମଣ୍ଡଳ ଭବନ ଠାରେ ତାଳଚେର ମାର୍ଶାଲ ଏକାଡେମି ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟିତ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ଅଧ୍ୟାପକ ସଂଘ ସାଧାରଣ ସଂପାଦକ ତଥା ଇତିହାସ ବିଭାଗର ଅଧ୍ୟାପକ ଡ଼ଃ ନିମାଇଁ ପ୍ରଧାନ, ଜଗନ୍ନାଥ ଡିଏଭି ଅଧ୍ୟକ୍ଷ ଭୋଳେଶ୍ୱର ଅମାନ୍ତ, ଓଟିଏ ସାଧାରଣ ସଂପାଦକ ମାଷ୍ଟର ମନ ମୋହନ ଭଞ୍ଜ, ତାଳଚେର ମାର୍ଶାଲ ଏକାଡେମିର ନିମିତା ରାଉତ, ପାକ୍ଷିକ ଖବର କାଗଜ ଅନୁଶୀଳନର ସଂପାଦକ ପ୍ରଶାନ୍ତ ଶତପଥୀ, ମହ୍ଲାର ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ, ଭାସ୍କର ପ୍ରତିନିଧି ତପନ ମହାରଣା, ଅକ୍ଷୟ ମହାନ୍ତି ସ୍ମୃତି କମିଟି ଆବାହକ ତଥା କବି ଜିତେନ୍ଦ୍ର ମହାପାତ୍ର ଓ କବି ସସ୍ମିତା ମିଶ୍ର ଓ ମାର୍ଶାଲ ଏକାଡେମିର ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

error: Thank You Keep Visiting