ସ୍ୱେଚ୍ଛାସେବୀଙ୍କ କମ୍ବଳ ବଣ୍ଟନ

Straight to the Point

ଭଦ୍ରକ: ଭଦ୍ରକ ସହରାଞ୍ଚଳର ଏକ ସ୍ୱେଚ୍ଛାସେବୀ ସଂଗଠନର କର୍ମୀମାନେ ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, କୁଆଁଶରେ ଥିବା ଗରିବ ଓ ଛୋଟ ପିଲା ମାନଙ୍କୁ ୧୦୦ରୁ ଉଦ୍ଧ୍ୱର୍ କମ୍ବଳ ବଣ୍ଟନ କରିଛନ୍ତି । ଯୁବ ସମାଜସେବୀ ଅୟସକାନ୍ତ ମହାନ୍ତି, ଛାତ୍ରନେତା ଆଶୁତୋଷ ପଣ୍ଡା, ରିତେଶ ରଞ୍ଜନ, ଚିରାଗ ଦେଶାଇ ଓ ସିତାଂଶୁ ପ୍ରମୁଖ ନିରାଶ୍ର୍ରୟଙ୍କୁ କମ୍ବଳ ବାଣ୍ଟିଥିଲେ । ଉଲ୍ଲେଖନୀୟ ଯେ ଏହି ଯୁବକମାନେ ଗତବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ କମ୍ବଳ ବଣ୍ଟନ କରିଥିଲେ । ସେମାନଙ୍କ ଏହି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

error: Thank You Keep Visiting