ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ

Straight to the Point

ଭଦ୍ରକ (ସିପ୍ରା ରାୟ) – ଭଦ୍ରକ ସହରାଞ୍ଚଳସ୍ଥିତ ୭ନଂ. ୱାର୍ଡରେ ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ୱାର୍ଡ ସଭାପତି ରାଜେଶ କୁମାର ଦାସ(ଜିତୁ) ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ କିପରି ବୁଥ୍ ସ୍ଥରରୁ ମଜ୍ବୁତ୍ କରିବାସହିତ ବୁଥ୍ରେ କଂଗ୍ରେସ ଦଳର ଭୋଟ ସଂଖ୍ୟା ବୃଦ୍ଧିକୁ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ପିସିସି ଉପସଭାପତି ଓ ପୂର୍ବତନ ସାଂସଦ ଅନ୍ତନ ପ୍ରସାଦ ସେଠୀ, ଜିଲ୍ଲାସଭାପତି ଅଶୋକ ଦାସ, ପୂର୍ବତନ ବିଧାୟକ ନରେନ୍ ପଲେଇ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପିସିସି ସଂପାଦକ ଦେବରୂପ ମହାନ୍ତି, ଶୁଭେନ୍ଦୁ ରାୟ ମହାପାତ୍ର, ପ୍ରେମାନନ୍ଦ ନାୟକ, ମିଡିଆ ସଂଯୋଜକ ଅତିଶ ଦାସ, ଜିଲ୍ଲା ଉପସଭାପତି ଦିଲ୍ଲୀପ ନାୟକ, ଆଶିଷ ରାଉତ, ଦେବେନ୍ଦ୍ର ମହାନ୍ତି, ଲାବୁ ପାଲ, କୁଟିଆ ନାୟକ, ନରନାରାୟଣ ଜେନା, ନାରୀନେତ୍ରୀ ସାରଦା ଜେନା, ସୁଭଦ୍ରା ରାଉଳ, ବାରିଦି ବରୁଣ ଦାସ, ଆନନ୍ଦ ଦାସ, ଶଙ୍କର୍ଷଣ ମହାନ୍ତି, ସରୋଜ କୁମାର ରାଉଳ, ନରେନ୍ଦ୍ର ଦାସ, ପ୍ରସାନ୍ତ ଦାସ, ରିତାକାନ୍ତ ବେହେରା, ଋଷୁଶୃଙ୍ଗ ନାୟକ, ସୁରେନ୍ଦ୍ର ସେଠୀ, କିଶୋର ପାଣି, ପ୍ରଦୀପ ପାଲ, ଯୁବନେତା ଦୀପକ ଜେନା, ଅନିଲ ସ୍ୱାଇଁ, ଜଗବନ୍ଧୁ ଜେନା, ଜ୍ଞାନ ପାଣି, ବିକାଶ ମଲ୍ଲିକ, କାଲାମ ଖାଁନ, ଗୋନି ଖାଁନ, ସେକ ହାକିମ୍, ସେକ ଜଲୋ, ରମାକାନ୍ତ ସେଠୀ, ରାମଚନ୍ଦ୍ର ଜେନା, ସୁଦର୍ଶନ ଜେନା, ରମେଶ ସେଠୀ, ଅଜୟ ସେଠୀ, ସୁବ୍ରତ ଦାସ, ଅବିନାଶ ବେହେରା, ସୌମ୍ୟରଂଜନ ଦାସ, ଧରଣୀ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିକି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting