ଜିଲ୍ଲା ପ୍ରଶାସନ ଦ୍ୱାରା ବିଜୁ ଯୁବ ବାହିନୀ ସମ୍ମାନୀତ

Straight to the Point

ଅନୁଗୋଳ : ଜିଲ୍ଲା ପ୍ରଶାସନ ତରଫରୁ ଯୁବ ସମାବେଶ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ଯଥା ଶବ ଦାହ, ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ଇତ୍ୟାଦି ପାଇଁ ବିଜୁ ଯୁବ ବାହିନୀଙ୍କୁ ସମ୍ମାନୀତ କରାଯାଇଅଛି । ଡିଆରଡିଏର ପିଡି ଅତୁଲ୍ୟ ଚମ୍ପତ୍ତିରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ପୂର୍ବ ରାଜ୍ୟ ମନ୍ତ୍ରୀ (ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଓ ଆଠମଲ୍ଲିକ ବିଧାୟକ ସଂଜିବ ସାହୁ) ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ବିଜୁ ଯୁବ ବାହିନୀଙ୍କୁ ସମ୍ମାନୀତ କରିଛନ୍ତି ।

error: Thank You Keep Visiting