ପ୍ରାତଃ ଭ୍ରମଣରେ ଗଜରାଜ, ଲୋକେ ଆତଙ୍କୀତ

Straight to the Point

କଟକ : ସିଡ଼ିଏ ୮ ଓ ୯ ଅଞ୍ଚଳରେ ସୋମବାର ସକାଳୁ ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ହାତୀକୁ ଘଉଡ଼ାଇବାକୁ ପୁଲିସ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ହାତୀକୁ ଭୟଭୀତ ନ କରିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି । ଏଥିସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ହାତୀ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି ।

error: Thank You Keep Visiting