ନିର୍ମାଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ

Straight to the Point

ତାଳଚେର:-ପାଲଲହଡା ବ୍ଲକର ବଳକା ଥିବା ନିର୍ମାଣ ଶ୍ରମିକ ଭାଇ ଓ ଭଉଣୀଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତାଳଚେର ତରଫରୁ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ ଶିବିର ଓ ସଚେତନତା ଶିବିରରେ ୧୧୦୦ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ମୁଖ୍ୟଅତିଥି, ତାଳଚେର ଶ୍ରମ ବିଭାଗ ସହକାରୀ ଶ୍ରମ ଅଧିକାରୀ ଓ ବ୍ଲକର ପୂର୍ବତନ ଚେୟାରମ୍ୟାନ୍ କ୍ଷିରୋଦ୍ରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting