ବିଜେଡିରେ ମିଶିଲେ ୨୧୮ ଜଣ ବିଜେପି କର୍ମୀ

An Independent Media

ପାଲଲହଡା:- ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଦିନ ୪୩୬ ଟି ୱାର୍ଡରୁ ୧୦ ହଜାର କର୍ମି ପଦଯାତ୍ରାରେ ଖମାର ଠାରୁ ସତ୍ୟବଦ୍ଧ ଦଶହରା ପଡିଆକୁ ଆସି ପ୍ରତିଷ୍ଠା ଦିବସ ପାଳନରେ ମୁଖ୍ୟ ଅତଥି ମହେଶ ସାହୁ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା କ୍ଷୀରୋଦ୍ରୀ ବେହେରା ଓ ଛାମୁଆ ସଂଗଠନର ସଭାପତି ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କର୍ମିଙ୍କ ଉପସ୍ଥିତିରେ ବିଧାୟକ ମହେଶ ସାହୁଙ୍କ ଦ୍ୱାରା ବିଜେପିର ୨୧୮ ଜଣ କର୍ମି ବିଜେଡିରେ ମିଶିଥିଲେ ।

error: Thank You Keep Visiting