କଟକଠାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ

Straight to the Point

କଟକ : କଟକ ସହରର ବିଭିନ୍ନ ଅଞ୍ଚଳରୁ ମୁସଲମାନ ମାନେ ଏକତ୍ରିତ ହୋଇ ମଣିସାହୁ ଛକ ଠାରେ ଥିବା ମସ୍ତାନ୍ ଦର୍ଘାରୁ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପୁଲୁୱାମାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ରେ ସହିଦ ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାସହିତ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ସରକାରଙ୍କୁ ନିବେଦନ କରିବା ସହିତ ବିଶ୍ୱଜିତ୍ ସୂର୍ଯ୍ୟବଶୀଂଙ୍କ ନେତୃତ୍ବରେ ମଣିସାହୁ ଛକ  ଠାରୁ ସମାଜ ଅଫିସ ପର୍ଯ୍ୟନ୍ତ ଏକ ମହମବତୀ ରାଲୀ ହୋଇଥିଲା

error: Thank You Keep Visiting