ପର୍ଜଙ୍ଗ ମହାବିଦ୍ୟାଳୟର ମହିଳା ହଷ୍ଟେଲ ଉଦଘାଟନ

Straight to the Point

ପର୍ଜଙ୍ଗ: ପର୍ଜଙ୍ଗ ମହାବିଦ୍ୟାଳୟର ମହିଳା ହଷ୍ଟେଲକୁ ରାଜ୍ୟ ପରିବହନ ମନ୍ତ୍ରୀ ଡକ୍ଟର ନୃସିଂହ ସାହୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ ଅନ୍ୟତମ ଅତିଥି ପ୍ରଫେସର ସନ୍ତୋଷ ତ୍ରିପାଠୀ, ଉକ୍ରଳ ବିଶ୍ୱବିଦ୍ୟାଳୟର ସିଡିସି ନିର୍ଦ୍ଦେଷକ ଓ ଡଃ ସୁନୀଲ ରଥ ଅଧ୍ୟକ୍ଷ ପର୍ଜଙ୍ଗ ମହାବିଦ୍ୟାଳୟ ଉକ୍ତ ହଷ୍ଟେଲଟି ୟୁଜିସି ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଛି । ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, କର୍ମକର୍ତ୍ତା, ବୁଦ୍ଧିଜୀବି, ସାମ୍ବାଦିକ, ପୋଲିସ୍ ଓ ଅଭିଭାବକ ଉପସ୍ଥିତ ଥିଲେ ।

error: Thank You Keep Visiting