ଭାରତ କେ ମନ୍ କି ବାତ୍ ମୋଦି କେ ସାଥ୍

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଜେପି କାର୍ଯ୍ୟାଳୟ ରେ ଭାରତ କେ ମନ କି ବାତ ମୋଦିକେ ସାଥ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର କରିଥିଲେ । ଏଥିରେ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମୋହିତ ମହାନ୍ତି ,ସାଧାରଣ ସଂପାଦକ ଜଗନ୍ନାଥ ଦାସ,ମିଡିଆସେଲର ଗଣେଷ ପ୍ରସାଦ ମହାନ୍ତି,ମଣ୍ଡାସାହି ମଣ୍ଡଳ ସଭାପତି ଶିଶିର ପାତ୍ର ,କାଦୁଅପଡା ସଭାପତି ଧନେଶ୍ୱର ରାୟ,ଅଲଣାହାଟ ର ଜ୍ଞାନରଂଜନ ଦାସ,ନାଉଗାଁ ମଣ୍ରଡଳ ସଭାପତି ଶ୍ରୀକାନ୍ତ ସ୍ୱାଇଁ ,ଆଳିପିଙ୍ଗଳର ବିନୋଦ ମହାନ୍ତି,ପ୍ରଭାରୀ ରଣଜିତ ମହାନ୍ତି,ଯୁବମୋର୍ଚ୍ଚାର ସନ୍ଦିପ ବେହୁରା,ମହିଳାମୋର୍ଚ୍ଚାର କ୍ରିଷ୍ଣା ମହାନ୍ତି ପ୍ରମୁଖ ଉପସ୍ଥିତ ôତଲେ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ସାଧାରଣ ନାଗରିକ ,ବୁଦ୍ଧିଜିବୀ ,ଯୁବକ ମହିଳା,ସେମାନଙ୍କ ମତାମତକୁ ପ୍ରଧାନମନ୍ତ୍ରୀ ଙ୍କ ପାଖରେ ପହଞ୍ôଚବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହାକୁ କିପରି ତ୍ୱରାନ୍ୱିତ କରାଯିବ ଗୁରୁତ୍ୱ ଦେବାକୁ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଶେଷରେ ନଗର ସଭାପତି ଅକ୍ଷୟପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting