ଦୁଇ ବୀର ସହିଦ୍ ଜବାନଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ବଡବଜାର ଠାରେ ଦୁଇ ବୀର ସହିଦ୍ ଜବାନ ତଥା ନାଉଗାଁ ବ୍ଲକର ପାରିଶିଖର ଗ୍ରାମର ପ୍ରଶନ୍ନ ସାହୁ ଏବଂ ନିଆଳି ବ୍ଲକର ରତନପୁର ଗ୍ରାମର ମନୋଜ କୁମାର ବେହେରାଙ୍କ ଏକାଦଶାହରେ ବଡବଜାର ଯୁବଗୋଷ୍ଠୀ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରିଥିଲେ । ଯୁବଗୋଷ୍ଠୀ ପକ୍ଷରୁ ଲୋକନାଥ ସାହୁ,ପ୍ରଦୀପ ମିତ୍ର,ସତ୍ୟାନନ୍ଦ ସାହୁ,ସୌଭାଗ୍ୟ ସ୍ୱାଇଁ,ଦିପନସୁନ୍ଦର ସାହୁ,ମନୋରଞ୍ଜନ ସାହୁ,ବିଶ୍ୱଜିତ୍ ସାହୁ,ଜଗବନ୍ଧୁ ମହାପାତ୍ର,ବୁଧିଶ୍ୟାମ ବାରିକ,ଶିବନାରାୟଣ ସାହୁ ଏବଂ ସୌମ୍ୟରଂଜନ ସାହୁଙ୍କ ସମେତ ବହୁ ଯୁବଗେ।।ଷ୍ଠୀ ଯୋଗଦେଇ ସହିଦ୍ ଜବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସହିଦ୍ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।

error: Thank You Keep Visiting