ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

An Independent Media

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ):ସ୍ଥାନୀୟ ପୌରପରିଷଦର ୧୮ନଂ ୱାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ,ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି,ନଗର ସଭାପତି ଅକ୍ଷୟ ପାତ୍ର,ମିଡିଆ ସେଲ୍ର ଗଣେଷ ପ୍ରସାଦ ମହାନ୍ତି,ଯୁବ ମୋର୍ଚ୍ଚାର ସନ୍ଦିପ୍ ବେହୁରା,ହେମନ୍ତ ପଲାଉରୀ,ଅଜୟ ତ୍ରିପାଠୀ,ସବିତା ସ୍ୱାଇଁ,ପ୍ରତିମା ସ୍ୱାଇଁ,ବସନ୍ତ ବେହେରା,ବେଙ୍ଗ ମଲ୍ଲିକ ଏବଂ ପୁଷ୍ପଲତା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting