ଆସୁଛି ମହାଶିବ ରାତ୍ରୀ ତଥା ଜାଗର ଯାତ୍ରା ହେଲେ ଆଖଣ୍ଡଳମଣୀ ପୀଠ ଅବ୍ୟବସ୍ଥା କହିଲେ ନସରେ

Straight to the Point
ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ିରେ  ବିଜେ ବାବାଆଖଣ୍ଡଳମଣି  ବହୁ ପୁରାତନ ମନ୍ଦିର ହେଲେ ପୀଠରେ ବିକାଶ ନାମକୁ ମାତ୍ର ।ସରକାର ପର୍ଯ୍ୟଟନ ବିଭାଗ ରେ କୋଟିକୋଟି ଟଙ୍କା କରୁଥିଲେ ମଧ୍ୟ ତାହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ଆରଡ଼ି ବସ ଷ୍ଟାଣ୍ଡ ପାଖରେ ଅଛି ଏକ ଯାତ୍ରୀନିବାସ । ହେଲେ ସେଠି ଭକ୍ତଙ୍କ ଲାଗି  ପିଇବା ପାଣି ଅଛି। ନା ରହିଛି ବିଦୂତ ବ୍ୟବସ୍ଥା । ଘର ଗୁଡିକ ଭାଙ୍ଗି ନଷ୍ଟ ହୋଇ ଗଲାଣି ହେଲେ ସରକାରଙ୍କ ତରଫରୁ ଦୁଇ ଜଣ କର୍ମ ଚାରି ଦାୟିତ୍ୱରେ ରହୁଛନ୍ତି।  ଆଗକୁ ଆସୁଛି ମହାଶିବରାତ୍ରି ଆରଡ଼ି ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ହେଲେ ପ୍ରଶାସନ ଯଦି ଏଥି ପ୍ରତି ଧ୍ୟାନ ଦେଲେ ପର୍ଯ୍ୟଟନ ପୀଠରେ ବିକାଶ ହୋଇପାରନ୍ତା।
error: Thank You Keep Visiting