ତାଳଚେର ପୌରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ସମାରୋହ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେର ପୌରପରିଷଦର ୨୧ଟି ୱାର୍ଡରେ ରହୁଥିବା ପରିବାର ଲୋକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପ୍ରାକ୍ତନ ନଗରପାଳ ପବିତ୍ର ଭୂତିଆ, ନିର୍ବାହୀ ଅଧିକାରୀ, ପୌରପରିଷଦ ଯନ୍ତ୍ରୀ, ପୂର୍ବତନ କାଉନସିିଲର (ବିଚିତ୍ରା ଦାସ, ପ୍ରକାଶ ସାହୁ, ରାମ ଭୂତିଆ) ବିଜେଡି ନଗର ସଭାପତି ଅସିଫ୍ ଖାଁ, ବିରଜା ମିଶ୍ର, ପ୍ରଦୀପ ବେହେରା, ସିତିକାନ୍ତ ବାରିକ, ସମାଜସେବୀ ବାନାମ୍ବର ଭୂତିଆ, ଜଗା, ସଦା ଏବଂ ବିଭିନ୍ନ ୱାର୍ଡରୁ ଆସିଥିବା ହିତାଧିକାରୀ ଉପସ୍ଥିତ ରହିଥିଲେ ।

error: Thank You Keep Visiting