ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗି ମାନଙ୍କୁ ଫଳ ବଣ୍ଟନ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ) : ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଲୋକସଭା ଆଶାୟୀ ପ୍ରାର୍ଥୀ ସସ୍ମିତା ଦାସ ସ୍ଥାନୀୟ ଥାନା ଛକ ଠାରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ମଣ୍ଡାସାହିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚ ରୋଗି ମାନଙ୍କୁ ଫଳବଣ୍ଟନ କରିଥିଲେ । ସେହିଭଳି ସଦର ମହକୁମାରେ ଥିବା ଶିଶୁ ଆଶ୍ରମକୁ ଯାଇ ଶିଶୁ ମାନଙ୍କ ସମସ୍ୟା ସଂପର୍କରେ ପ·ରି ବୁଝିବା ସହ ଫଳବଣ୍ଟନ କରିଥିଲେ । ଶ୍ରୀମତୀ ଦାସ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଆଜି ସ୍ୱର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରିଥିଲେ ।

error: Thank You Keep Visiting