ଜଗତସିଂହପୁରରେ ଶ୍ରମ ନିଧି ମାନଧନ ଯୋଜନାର ଶୁଭାରମ୍ଭ

Straight to the Point

ଜଗତ୍ସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ସ୍ଥାନୀୟ ରଶ୍ମୀପ୍ରଭା ମଣ୍ଡପ ଠାରେ ଭାରତର ପ୍ରଧାନମନ୍ତ୍ରୀଙ୍କର ନୂତନ ଐତିହାସିକ ଯୋଜନାର ଏକ ଭିଡିଓ କନଫରେନସି ମାଧ୍ୟମରେ ଶ୍ରମନିଧିମାନଧନ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର,ବାଇଧର ମଲ୍ଲିକ ନଗର କାର୍ଯ୍ୟକାରୀ ସଭାପତି ରବିନାରାୟଣ ତ୍ରିପାଠୀ, କାଦୁଅପଡା ମଣ୍ଡଳ ସଭାପତି ସୁବାଷ ମହାନ୍ତଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ । ସେହିଭଳି କେନ୍ଦାଳ ଠାରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଜଗନ୍ନାଥ ମହାନ୍ତି, ମିଡିଆସେଲର ଗଣେଷ ପ୍ରସାଦ ମହାନ୍ତି, ଅକ୍ଷୟ ପାତ୍ର, ଶିଶିର ପାତ୍ର, ବସନ୍ତ ନାୟକ ପ୍ରମୁଖ ବହୁ ଜନସାଧାରଣ ଯୋଗଦେଇଥିଲେ ।

error: Thank You Keep Visiting