ଦାଇଁଲୋରେ ଉଜ୍ୱଳା ଗ୍ୟାସ ବଣ୍ଟନ

Straight to the Point

ଜଗତ୫ସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ଦାଇଁଲୋରେ ତିର୍ତ୍ତୋଲ ଭାଜପା ନେତା ଇଂ ହରିହର ବେହେରାଙ୍କ ନେତୃତ୍ୱରେ ୬୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଉଜ୍ୱଳା ଗ୍ୟାସ ବଣ୍ଟନ କରାଯାଇଥିଲା । ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶ, ମଣ୍ଡଳ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ଅକ୍ଷୟ ଦାସ, ସମାଜସେବୀ ପ୍ରଶାନ୍ତ ପଣ୍ଡା, ଅରୁଣ ମଳିକ, ସଂଜୟ ରାଉତ, ଅମୟ ମଳିକ, ଜ୍ୟାନି ପ୍ରକାଶ ବେହେରା, ମନମିତା ମଲ୍ଲିକ, ସସ୍ମିତା ମଲ୍ଲିକ ପ୍ରମୁଖ ଯୋଗଦେଇ ରିତା ମଲ୍ଲିକ, ପ୍ରଭାତୀ ସେଠୀ, ବୂଲତା ମଲ୍ଲିକ, କଲ୍ୟାଣି ମଲ୍ଲିକ, ଶାନ୍ତି ମଲ୍ଲିକ, ଅବନ୍ତି ମଲ୍ଲିକ, ସୁଦିପ୍ତ ପୃଷ୍ଟି, ରିତାରଣୀ ସାହୁ, ଶୁସମା ମଲ୍ଲିକ, ସୌଳବାଳା ବେହେରା, ରୀତା ପୃଷ୍ଟି, ରେଣୁବାଳା ଦାସ, ସୁରତି ମଲ୍ଲିକ, ମିନତୀ ବାରିକ୍, ବିଚିତ୍ର ମଲ୍ଲିକ, ମାଳତୀ ବାରିକ୍ଙ୍କ ସମେତ ୬୦ରୁ ଉର୍ଦ୍ଧ ରାସନକାର୍ଡ଼ ହିତାଧିକାରୀଙ୍କୁ ଗ୍ୟାସ ଚୁଲା ସହିତ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ କରିଥିଲେ ।

error: Thank You Keep Visiting