ରଘୁନାଥପୁର ବ୍ଲକରେ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ବଣ୍ଟନ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ରଘୁନାଥପୁର ବ୍ଲକରେ ଆଜି ୧୬ ଗୋଟି ଗ୍ରା.ପରେ ୬୯୦ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ନୁତନ ଭତା ପ୍ରଦାନ କରାଯାଇଥିଲା । ଏଥିରେ ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳ ପୈାରାହିତ୍ୟ କରିଥିଲେ । ଏଥିରେ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକ ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ଡେଜାଲିନ ମହାପାତ୍ର , ବିଡିଓ ପଂଚାନନ ପଟ୍ଟାୟତ, ଏବିଡିଓ ଅଶୋକ କୁମାର ମହାନ୍ତି , ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠି ପ୍ରମୁଖ ଯୋଗ ଦେଈ ହିତାଧିକାରୀ ମାନଙ୍କୁ ନୁତନ ଭତା ବଣ୍ଟନ କରିଥିଲେ ।ଏଥିରେ ଏସଇଓ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ ।

error: Thank You Keep Visiting