ଖଟୁଆ ପାଟଣା ଗାଁ ରେ ମିଳୁନାହିଁ  ପିଇବା ପାଣି

An Independent Media

ଆରଡି   ( ଓଡ଼ିଶା ଜର୍ଣ୍ଣାଲ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ର  ଖଟୁଆପାଟଣା ଗାଁ ଗୋପାଳସାହିରେ। ଗ୍ରୀଷ୍ମ ଋତୁ ଆସିଲାଣି ସରକାର ଅଂଶୁଘାତ ପାଇଁ ବିଭିନ୍ନ ସତର୍କ ସୂଚନା ଜାରି କଲେଣି ।କିନ୍ତୁ ଏହି ଗାଁ ରେ ପ୍ରାୟ  ୧ ହଜାର ଲୋକେ ବସ ବାସ କରନ୍ତି।ପିଇବା ପାଣି ପାଇଁ ୧ଟି ନଳକୂପ ୨ଟି ଅଚଳ ଅବସ୍ଥା କହିଲେ ଚଳେ । ଗୋଟିଏ ନଳକୂପ ରେ ଗାଁ  ଲୋକେ ଧାଡି ବାନ୍ଧି ବସି ଥାନ୍ତି  ମୁନ୍ଦେ ପିଇବା ପାଣି ପାଇଁ ।

ବିଶେଷ କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଏକ ତଳିଆ ଅଞ୍ଚଳ ହୋଇଥିରୁ ଏଠାରେ ଅଧିକାଂଶ ଲୋକେ ସରକାରୀ ନଳକୂପ କୁ ନିର୍ଭର କରିଥାନ୍ତି ।ମଧୁର ଜଳ ପାଇଁ ଏଠାକାର ଲୋକଙ୍କୁ ଯିବାକୁ ପଡେ ବହୁ ଦୂରକୁ ।ଏବଂ ନଳ କୂପ ବଦଳ ରେ ଲୋକେ ନଦୀ ପାଣି କୁ ପିଇବା କୁ ପଡେ। ଭଦ୍ରକ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ହେଉନାହିଁ ।ଏହି ଗାଁ କୁ ।ଯାହାକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ ପ୍ରକାଶ କରିଛନ୍ତି।

error: Thank You Keep Visiting