ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସ

Straight to the Point

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ) ଆଜି ଅନ୍ତିମ ତଥା ଶେଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ବରିଷ୍ଠ ବିଜେପି ନେତା ମନମୋହନ ସାମଲ | ଓ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସ  ଚାନ୍ଦବାଲି ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଭଦ୍ରକ ପର୍ଯ୍ୟନ୍ତ ନିଜର ସମର୍ଥକ ମାନଙ୍କ ସହିତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ଏକ ବାଇକ ରାଲି ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ଆସିଥିଲେ ।ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ରେ ଭୋଟର ମାନଙ୍କୁ ଉସ୍ଥାହିତ କରିଥିଲେ।

error: Thank You Keep Visiting