ଗାଁ ଗାଁ ବୁଲି ଭୋଟ ପାଇଁ ପ୍ରଚାର ଆରମ୍ଭ କଲେ ବ୍ୟୋମକେଶ ରାୟ

An Independent Media

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ଦଳର ଟାଣୁଆ ନେତା ତଥା ୨ ଥର ବିଧାୟକ ଟିକେଟ ହାସଲ କରିଥିବା ପ୍ରାଥୀ ବ୍ୟୋମକେଶ ରାୟ  ଆଜି ନିଜର ସମର୍ଥକ ମାନଙ୍କ ସହିତ ମାରାଥନ ପ୍ରଚାର ଆରମ୍ଭ କରିଥିଲେ  ନାନ୍ଦପୁର,ଓଳଗ ଦୁଇଟି ପଞ୍ଚାୟତ ଭୋଟର ମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ର ବିଗତ ଦିନରେ ଯାହା ହୋଇନଥିଲା ତାହା ଆଜି ହୋଇଛି ଚାନ୍ଦବାଲି – ଭଦ୍ରକ ରାସ୍ତା ଚାନ୍ଦବାଲି ରେ ବିଦୁତ ଗ୍ରୀଡ଼ ,ପାନୀୟ ଜଳ ,ଷ୍ଟାଡିୟମ ଏମିତି ଅନେକ କାର୍ଯ୍ୟ କରିଥିଲେ ତାହା ଭୋଟର ମାନଙ୍କୁ କହିଥିଲେ ।ମୁଁ ଆଗାମୀ ଦିନରେ କ୍ଷମତା କୁ ଆସିଲେ ଅନେକ କିଛି କାର୍ଯ୍ୟ କରିବି ଯାହା ଚାନ୍ଦବାଲି ବାସୀ ଙ୍କ ସ୍ୱପ୍ନ କୁ ସାକାର କରିବି ।ଏହି ପ୍ରଚାର ରେ ବିଜେଡି ଦଳର ହଜାର ହଜାର  କର୍ମୀ ବିଧାୟକ ନାଁ ଗୁଣଗାନ କରିଥିଲେ।

error: Thank You Keep Visiting