କେନ୍ଦ୍ରାପଡା ବିଧାୟକ କିଶୋର ହେଲେ ଜିଲ୍ଲା ବିଜେଡି ସଭାପତି

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ତରାଇଙ୍କ ଏହି ନିଯୁକ୍ତି ଦ୍ୱାରା ଜିଲ୍ଲାରେ ଦଳର ସଂଗଠନ ମଜଭୁତ ହୋଇପାରିବ ଓ ଚଳିତ ନିର୍ବାଚନରେ ଦଳକୁ ସଫଳତା ମିଳିବ ବୋଲି ଜିଲ୍ଲାର ନେତୃବୃନ୍ଦ କହିଛନ୍ତି ।

ଶ୍ରୀ ତରାଇଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ବ୍ଲକ ବିଜେଡି ସଭାପତି ଆଲୋକ ସାହୁ,ରାଜ୍ୟ ବିଜେଡି ସଂଖ୍ୟାଲଘୁ ବିଭାଗ ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା,ମାନସ କୁମାର ସାମଲ,ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ,ପ୍ରଦୀପ୍ତ ମହାନ୍ତି,ମୀନକେତନ ସାମଲ,ମନୋରଞ୍ଜନ ଦାସ,ପୂର୍ଣ୍ଣେନ୍ଦୁପ୍ରେମାନନ୍ଦ ଘଡାଇ,ସୁରେଶ ସାହୁ,ସିରାଜ ଖାଁ,ହିରଣ୍ୟ କୁମାର ପଣ୍ଡା,ଧିରେନ ସାହୁ,ରାଜେଶ ପଣ୍ଡା,କାଳିପ୍ରସାଦ ମିଶ୍ର,ସେକ ଇନାୟତ(ଚନ୍ଦନ),ସୁମିତ୍ରା ପାଢୀ,ଦୈତାରି ଜେନା,ହେମନ୍ତ ବିଶ୍ୱାଳ,ଶ୍ରୀଧର ବେହେରା,ଗୈାତ୍ତମ ସ୍ୱାଇଁ,ରଞ୍ଜନ ସାହୁ,କଳାକାର ମଳିକ,ନରୋତ୍ତମ ମଳିକ,ଭାଗବତ ମଳିକ,ବଳରାମ ପରିଡା ପ୍ରମୁଖ କୃତଜ୍ଞତା ଜଣାଇବା ସହିତ ଶ୍ରୀ ତରାଇଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

error: Thank You Keep Visiting