କେନ୍ଦ୍ରମନ୍ତ୍ରୀଙ୍କ ବିଜୟ ସଙ୍କଳ୍ପ ଯାତ୍ରାକୁ ଅଦ୍ଭୁତପୂର୍ବ ଜନସମର୍ଥନ

Straight to the Point

ତାଳଚେର: ତୃତୀୟ ର୍ଯ୍ୟାୟରେ ଆଗମୀ ୨୩ ତାରିଖରେ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ତାଳଚେରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ୍ରଧାନଙ୍କ ବିଜୟ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି ସଙ୍କଳ୍ପ ଯାତ୍ରାରେ ଅଦ୍ଭୁତପୂର୍ବ ଜନସମର୍ଥନ ରିଲକ୍ଷିତ ହୋଇଥିଲା । ରାଜ୍ୟ ସରକାର ବଦଳିବା ଦରକାର ଏବଂ ତାଳଚେରରେ ନେତୃତ୍ୱ ବଦଳିବା ଦରକାର ନାରା ୂର୍ବକ ଏହି ଯାତ୍ରା ସ୍ଥାନୀୟ ଘଂଟପଡ଼ାସ୍ଥିତ ଦକ୍ଷିଣକାଳୀ ମନ୍ଦିରଠାରୁ ଆରମ୍ଭ ହୋଇଥିଲା । ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ୍ରଧାନ ମା କାଳୀଙ୍କ ଠାରେ ୂଜାର୍ଚ୍ଚନା କରିବାରେ ହଜାର ହଜାର କାର୍ଯ୍ୟକର୍ତାଙ୍କ ଗହଣରେ ତଥା ଏକ ବିରାଟ ଟୁଆରରେ ଏହି ଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିବାରେ ହାଣ୍ଡିଧୂଆ, ଶର୍ମାଛକ, ଆଇଟିଆଇ ଛକ, ହାଟତୋଟା ଆଦି ସ୍ଥାନ ରିକ୍ରମା କରିଥିଲା । ଏହି ଅବସରରେ ତାଳଚେର ଟ୍ରକ ମାଲିକ ସଂଘର ସଭାପତି ଟୁକୁନା ସ୍ୱାଇଁ,ସାଧାରଣ ସମ୍ପାଦକ ଦିଲୀ ।ଣିଙ୍କ ସମେତ ବହୁ ଟ୍ରକମାଲିକ ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବାସହ ଚଳିତ ନିର୍ବାଚନରେ ବିଜେି ଦଳକୁ ୂର୍ଣ୍ଣ ସମର୍ଥନ କରାଯିବ ବୋଲି ୍ରକାଶ କରିଥିଲେ ।

ତାଳଚେର ସହରର ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ, ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରୀ ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ୁଷ୍ପମାଲ୍ୟ ଦେଇ ଶ୍ରୀ ୍ରଧାନଙ୍କୁ ବ୍ୟାକ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଳଚେର ବିଧାୟକ ୍ରାର୍ଥୀ କାଳନ୍ଦୀ ସାମଲ,ଢେଙ୍କାନାଳ ଲୋକସଭା ୍ରାର୍ଥୀ ରୁଦ୍ରାଣି,ୂର୍ବତନ ସାସଂଦ ତଥା ମୂଖ୍ୟ ସଚେତକ ରବି ନାରାୟଣ ।ଣି,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ୍ରମୁଖ ଶ୍ରୀ ୍ରଧାନଙ୍କ ସହ ଉପସ୍ଥିତ ରହିଥିଲେ । ରିଶେଷରେ ଏହି ବିଜୟ ସଙ୍କଳ୍ପ ଯାତ୍ରା ଟାଉନସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପହଂଚିବାରେ ସେଠାରେ କେନ୍ଦ୍ରମନ୍ତ୍ରୀ ବିଶେଷ ଭାବେ ୂଜାର୍ଚ୍ଚନା କରିଥିଲେ । ଚଳିତ ନିର୍ବାଚନରେ ବିଜେି ୍ରାର୍ଥୀମାନେ ବିଜୟଲାଭ କରି ତାଳଚେରକୁ ଦ୍ରୁତ ବିକାଶ ଧାରାରେ ଆଗେଇ ନେବେ ସେ ନେଇ ଦଳୀୟ କାର୍ଯ୍ୟକର୍ତା ସଙ୍କଳ୍ପ ନେଇଥିଲେ । ତାଳଚେର ନିର୍ବାଚନମଣ୍ଡଳୀର ସଂଯୋଜକ ପର୍ଶୁରାମ ବାରିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବିରାଟ ବିଜୟ ସଙ୍କଳ୍ପ ଯାତ୍ରାରେ ବିଜେି ନେତା ୍ରକାଶ ମହାରଣା, ନିରଞ୍ଜନ ୍ରଧାନ, ଜିତେନ୍ଦ୍ର ଦାସ, ବିଭିନ୍ନ ମଣ୍ଡଳର ସଭାତି, ନାରୀନେତ୍ରୀ, ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ୍ରାୟ ୪୦ହଜାର କାର୍ଯ୍ୟକର୍ତା, ସମର୍ଥକ ଉତ୍ସାହର ସହ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ତଥା ପ୍ରାର୍ଥୀମାନଙ୍କ ମନୋବଳକୁ ଉଚ୍ଚ କରିଥିଲେ ।

error: Thank You Keep Visiting