ଜଗତସିଂହପୁର ପୌରାଞ୍ଚଳରେ ରଞ୍ଜୀବଙ୍କ ମାରାଥନ୍ ପ୍ରଚାର
ଜଗତସିଂହପୁର: ଜଗତସିଂହପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ୍ ବିଶ୍ୱାଳଙ୍କ ପାଇଁ ରାଜ୍ୟସଭା ସାଂସଦ ରଞ୍ଜୀବ୍ ବିଶ୍ୱାଳ ଜଗତସିଂହପୁର ପୌରାଞ୍ଚଳକୁ ଫୋକସ୍ରେ ରଖି ମାରାଥନ ପ୍ର·ର କରୁଥିବା ଦେଖିବାକୁ ମିଳିଛି । ଆଜି ପୌରାଞ୍ଛଳର ୬ନଂୱାଡରେ ଭାଇ ଚିରଞ୍ଜୀବ୍ଙ୍କ ପାଇଁ ରଞ୍ଜୀବ୍ ଘରକୁ ଘର ବୁଲି ଭୋଟ ଦେବାକୁ ନିବେଦନ କରିଥିଲେ । ତାଙ୍କ ସହିତ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର,ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ନାଥ ଦାସ,ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଅଭୟ କୁମାର ମହାନ୍ତି,ନାରୀନେତ୍ରୀ ମିନୁ ଚୌଧୁରୀ,ରୀତାଞ୍ଜଳୀ ଦାସ,ସୁମିତ୍ରା ବିଶ୍ୱାଳ,ତିଳୋତ୍ତମା ଦାସ,କଂଗ୍ରେସ ନେତା ଅନୀଲ ଦାସ,।।ଲୋକ ଦାସ,କୃଷ୍ଣଚନ୍ଦ୍ର ଦାସ,ଅଜୟ ବାରିକ,ନିମାଇଁ ବାରିକ,ରାକେଶ ରାଉତ,ଆଶିହ ଗୋଚ୍ଛାୟତ,ୱାର୍ଡକଂଗ୍ରେସ ସଭାପତି ସଂନ୍ଦିପ ମହାନ୍ତି,ରାଜେନ୍ଦ୍ର ମଲ୍ଲିକ,ପ୍ରମୋଦ ଦାସ,ସଂଜୟ ଦାସ,ସରତ ସାମଲ,ଆଦିଲ ହୁସେନ,ଦୁର୍ଗାପାତ୍ର,ବାପୁ ନନ୍ଦ,ପ୍ରମୋଦ ସାହୁ, ମହମ୍ମଦ ରେହାନ,ବାବୁଲି ସିଂ,ସୌରଜିତ ଦାସ,ଗୋପିନାଥ ଭୋଇ ପ୍ରମୁଖ ଶତାଧିକ ମହିଳା କର୍ମୀ ଯୋଗଦେଇ ଜଗତସିଂହପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ୍ ବିଶ୍ୱାଳଙ୍କୁ ଭୋଟଦେବା ପାଇଁ ଭୋଟର ଭାଇଭଉଣୀ ମାନଙ୍କୁ ଅନୁରୋଧ କରିଥିଲେ ।