ଜଗତସିଂହପୁର ବିଜେପି ପ୍ରାର୍ଥୀ ସତ୍ୟବ୍ରତଙ୍କ ପୌରପରିଷଦରେ ଭୋଟ ପ୍ରଚାର

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ପୌରପରିଷଦର ୨୧ ନଂ ୱାର୍ଡରେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ଜନହିତକର ଯୋଜନାକୁ ଭୋଟର ମାନଙ୍କୁ ବୁଝାଇ ବିଜେପିକୁ ଭୋଟଦେବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ର·ରରେ ମଣ୍ଡଳ ସଭାପତି ଅକ୍ଷୟକୁମାର ପାତ୍ର,ମିଡିଆସେଲର ଗଣେଷପ୍ରସାଦ ମହାନ୍ତି,ଅଜୟକୁମାର ତ୍ରିପାଠୀ,ହେମନ୍ତ କୁମାର ପଲାଉରୀ,ପ୍ରତାପ ମହାନ୍ତି,ସଂବିତ୍ ଷଡଙ୍ଗୀ,ସମ୍ବିତ ବେହୁରା,ସମିର ନାୟକ,ବିକାଶ ସିଂ,ସୌଭାଗ୍ୟ ରଂଜନ ସ୍ୱାଇଁ,ଏସ.କେ ନସିବ୍,ପ୍ରଦିପ ଦାସ,ପାର୍ଥସାରଥି ମହାନ୍ତି,ଆରତୀ ଦାସ ପ୍ରମୁଖ ଘରକୁ ଘର ବୁଲି ଭୋଟଦେବାକୁ ନିବେଦନ କରିଥିଲେ ।

error: Thank You Keep Visiting