ଧର୍ମପତ୍ନୀଙ୍କ ସହିତ ଭୋଟ ଦେଲେ ଧର୍ମେନ୍ଦ୍ର ପ୍ରଧାନ

Straight to the Point

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତାଳଚେର ପୌରପରିଷଦର ୱାର୍ଡ ନଂ ୧୮ ଦେଉଳବେଡା ତେଲିସାହି ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ମୃଦୁଳା ଠାକୁର ଭୋଟଦାନ କରିଛନ୍ତି । ସେହିପରି ବିଜେଡି ସାଂସଦ ପ୍ରାର୍ଥୀ ମହେଶ ସାହୁ ପାଲଲହଡା ବ୍ଲକର ପେଣ୍ଡରାବସା ପ୍ରାଥମିକ ବିଦ୍ୟାଳୟ ଠାରେ ଭୋଟଦାନ କଲେ । ପାଲଲହଡା ବିଧାୟକ ପ୍ରାର୍ଥୀ, ଢେଙ୍କାନାଳ ବିଧାୟକ ପ୍ରାର୍ଥୀ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ,ପରଜଙ୍ଗ ବିଧାୟକ ପ୍ରାର୍ଥୀ ହିନ୍ଦୋଳ ବିଧାୟକ ପ୍ରାର୍ଥୀମାନେ ନିଜ ନିଜ ବୁଥ୍ରେ ଭୋଟଦାନ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ଭୋଟ କେନ୍ଦ୍ରରେ ନିଜର ଭୋଟ ପ୍ରଦାନ କରିଛନ୍ତି ।

error: Thank You Keep Visiting