ବିଜେପି ପ୍ରାର୍ଥୀ ସତ୍ୟବ୍ରତଙ୍କ ପ୍ରଚାର ମଇଦାନରେ ସାନ ଭାଇ ସମେତ ଦୁଇ ପୁଅ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଧାନସଭା ବିଜେପି ପ୍ରାର୍ଥୀ ସତ୍ୟବ୍ରତଙ୍କ ପ୍ର·ର ମଇଦାନରେ ସାନଭାଇ ପୂର୍ଣ୍ଣ୍ୟବ୍ରତ ଏବଂ ପୁଅ ରାଜା ଓ ରାକା ,ରୋହନ ସାମିଲ ହୋଇଛନ୍ତି । ନାଉଗାଁ ର ବିଭିନ୍ନ ଗ୍ରାମରେ ସତ୍ୟବ୍ରତଙ୍କ ପୁତ୍ର ସ୍ୱସ୍ତିକ ମହାପାତ୍ର ପ୍ର·ରରେ ସାମିଲ ହୋଇ ଘରକୁ ଘର ଯାଇ ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟଦେବାକୁ ନିବେଦନ କରୁଛନ୍ତି । ସେହି ଭଳି ପୁତୁରା ସ୍ୟସିଦ୍ଧି ମହାପାତ୍ର,ରାଜା ପୌରପରିଷଦର ୭ନଂୱାର୍ଡ ଓ ମଣ୍ଡାସାହିରେ ପ୍ର·ର ଯୋରରେ ଚଳାଇଛନ୍ତି ।ସାନଭାଇ ପୂର୍ଣ୍ଣ୍ୟବ୍ରତ ମହାପାତ୍ର ·ଟରା ଗ୍ରାମରେ ବଡଭାଇଙ୍କୁ ଭୋଟଦେବାପାଇଁ ନିବେଦନ କରିଛନ୍ତି । ଏହି ପ୍ର·ର କାର୍ଯ୍ୟକ୍ରମରେ ନଗର ସଭାପତି ଅକ୍ଷୟ ପାତ୍ର,ମିଡିଆସେଲର ଗଣେଷପ୍ରସାଦ ମହାନ୍ତି,ନାଉରାୟଣ ସାମଲ,ଗଜେନ୍ଦ୍ର ବିଶୋଇ,ସମିର ନାୟକ,ଦିବାକର ସେଠୀ ପ୍ରମୁଖ ପ୍ର·ର ମଇଦାନରେ ଯୋଗଦେଇ ବିଜେପକୁ ଭୋଟଦେବାକୁ ନିବେଦନ କରୁଛନ୍ତି ।

error: Thank You Keep Visiting