କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ମାରାଥନ ପ୍ରଚାର

Straight to the Point

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ)  ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ନିର୍ବାଚନ ମଣ୍ଡଳୀ ର ଆଜି ମାରାଥନ ପ୍ରଚାର ଆରମ୍ଭ କରି ଥିଲେ କଂଗ୍ରେସ ଦଳର ବିଧାୟକ ପ୍ରାଥୀ ଦିଗମ୍ବର ଦାସ । ପ୍ରଥମେ ଆଖଣ୍ଡଳମଣି ଙ୍କୁ ଦର୍ଶନ କରି ଟାଣ ଖରା କୁ ଖାତିର ନକରି ବାହାରି ଥିଲେ ,ଆରଡ଼ି ସୁନ୍ଦରପୁର , ନାନ୍ଦପୁର,ଓଲଗ ୪ଟି ପଞ୍ଚାୟତ କୁ ନିଜର ସମର୍ଥକ ମାନଙ୍କ ସହ ରାଜ୍ୟର ବିଭିନ୍ନ ସମସ୍ୟା  । ଯାହାକି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଯେମିତିକି ଚାଷୀ ,ସେତୁ ସ୍ୱାସ୍ଥ୍ୟ, ଗମନାଗମନ, ଶିକ୍ଷା କ୍ଷେତ୍ରରେ ଅବହେଳା ଦାଉ ସାଧିଛି ।ସମସ୍ତ କର୍ମୀ ମାନେ ଏକ ବାଇକ ରାଲି ରେ ବିଧାୟକ ନାମ  ପ୍ରଚାର କରିଥିଲେ।

error: Thank You Keep Visiting