ଟାଣ ଖରାରେ ବିଜେଡି ବିଧାୟକ ପ୍ରାଥୀ ବୋମ୍ୟକେଶଙ୍କ ମାରାଥନ ପ୍ରଚାର

Straight to the Point

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ)  ଆସନ୍ତା ୨୯ ତାରିଖରେ ହେବ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ହେବ ଭୋଟ ମତଦାନ।ତେଣୁ ଖରାକୁ ଖାତିର ନକରି ବିଭିନ୍ନ ରାଜନୈତିକ ଦଳର ପ୍ରଚାର ପ୍ରସାର ବହୁ ଆଡେ ଚାଲିଛି ।ଆଜି ଅସହ୍ୟ ଖରାରେ ନିଜର ସମର୍ଥକ ମାନଙ୍କ ସହିତ ବିଜେଡି ବିଧାୟକ ପ୍ରାଥୀ ବ୍ୟୋମକେଶ ଙ୍କ ପ୍ରଚାର ଆରଡ଼ି ସୁନ୍ଦରପୁର ଦୁଇଟି ପଞ୍ଚାୟତ ର ପ୍ରତେକ ଗାଁ କୁ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ ।ଏବଂ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ବିଷୟରେ ଲୋକଙ୍କୁ ଜଣାଇ ଥିଲେ ।ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବହୁ କାର୍ଯ୍ୟ ବାକି ରହିଛି ।ପୂର୍ଣ୍ଣାଙ୍ଗ ହୋଇପାରିନାହିଁ ।ଆଗାମୀ  ଦିନରେ ମୋତେ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କଲେ ।ମୁଁ ଅଞ୍ଚଳରେ ସବୁ ସମସ୍ୟା ସମାଧାନ କରିବି ।ଏହି ରାଲି ରେ ଆରଡ଼ି ପଞ୍ଚାୟତ ସରପଞ୍ଚ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ।ଏବଂ ବହୁ ବିଜେଡ଼ି କର୍ମୀ ଶହ ଶହ ବାଇକ ଯୋଗେ ପ୍ରତି ଗାଁ ଗାଁ ବୁଲି ବିଧାୟକ ଙ୍କ ନାଁ ଗୁଣଗାନ କରିଥିଲେ।

error: Thank You Keep Visiting