ଜଗତସିଂହପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତଙ୍କ ପାଇଁ ପ୍ରଚାର କଲେ ପତ୍ନୀ

Straight to the Point

ଜଗତସିଂହପୁର: ଆଜି ପ୍ରଚାର ପ୍ରସାର ଶେଷ ଦିନ ଥିବା ସମୟରେ ବିଭିନ୍ନ ଦଳ ପକ୍ଷରୁ ପ୍ର·ରକୁ ଜୋରଦାର କରାଯାଇଥିଲା । ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପାଇଁ ପତ୍ନୀ ବୈଜୟନ୍ତୀ ମୁଦୁଲି ଜଗତସିଂହପୁର ପୌରାଞ୍ଚଳର ୱାର୍ଡନଂ ୧୪ନଂ,୧୫,୧୭,୧୮ ନଂ ୱାର୍ଡରେ ଘରକୁ ଘରବୁଲି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ତାଙ୍କ ସହିତ ପ୍ରତିମା ମୁଦୁଲି,ବିଜୟଲକ୍ଷ୍ମୀ ମୁଦୁଲି,ରୀନାପଲାଉର,ସୁଦର୍ଶନ ଦାସ,ସୁଶାନ୍ତ ବେହେରା,ସିତାସୁଂ ଦାସ,ଧହିରେନଦରା ପାଲାଉର,ବାବୁ ମଲ୍ଲିକ,ିସଏାର ସାହୁ,ପ୍ରଦିପ ସିଂ,ଶୈଳେନ୍ଦ୍ର ଦାସ,ବିଜୟକୁମାର ରାଉତ ପ୍ରମୁଖ ପ୍ର·ରରେ ସାମିଲ ହୋଇ ଘରକୁ ଘର ଯାଇ ବିଜେଡି ପ୍ରାର୍ତୀ ପ୍ରଶାନ୍ତଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

error: Thank You Keep Visiting